ଜ୍ଞାନବାପି ମସଜିଦ ମାମଲା: ମୁହଁ ଖୋଲିଲେ କଙ୍ଗନା ରାଣାୱତ, ସେଠାରେ ଭଗବାନ ଶିବ ଅଛନ୍ତି

Advertisment
ମନେ ପଡ଼ିଗଲା ଭଉଣୀଙ୍କୁ ଏସିଡ୍‌ ଆକ୍ରମଣର ବେଦନା

iChowk

ମୁମ୍ବାଇ: ଜ୍ଞାନବାପି ମସ୍‌ଜିଦ ବିବାଦରେ ଅଭିନେତ୍ରୀ କଙ୍ଗନା ରାଣାୱତ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସେଠାରେ ଭଗବାନ ଶିବ ଅଛନ୍ତି। କଙ୍ଗନା ତାଙ୍କର ସର୍ବଶେଷ ଚଳଚ୍ଚିତ୍ର ‘ଧକ୍କଡ’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ବାରଣାସୀର ବିଶ୍ୱନାଥ ମନ୍ଦିରରେ ପ୍ରାର୍ଥନା କରି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ଆଶୀର୍ବାଦ ଲୋଡ଼ିଥିଲେ। ଏହି ଗସ୍ତ ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଜ୍ଞାନବାପି ମସ୍‌ଜିଦ ଉପରେ ତାଙ୍କୁ ସାମ୍ବାଦିକମାନେ କିଛି ପ୍ରଶ୍ନ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ କଙ୍ଗନା କହିଛନ୍ତି, ଅଯୋଧ୍ୟା ହେଉ ବା କାଶୀ ପ୍ରତ୍ୟେକ ପବିତ୍ର ସହରରେ ଭଗବାନ ରହିଥିବା ସେ ବିଶ୍ବାସ କରନ୍ତି । ଜ୍ଞାନବାପୀରୁ ଶିବଲିଙ୍ଗ ମିଳିଛି ଏବଂ ସେଠାରେ ଶିବ ହିଁ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe