ମହାତ୍ମାଙ୍କୁ ଗୋଲ୍‌ଡ ମେଡ଼ାଲ ପାଇଁ ପ୍ରସ୍ତାବ

Advertisment
ମହାତ୍ମାଙ୍କୁ ଗୋଲ୍‌ଡ ମେଡ଼ାଲ ପାଇଁ ପ୍ରସ୍ତାବ

ୱାସିଂଟନ: ମହାତ୍ମା ଗାନ୍ଧୀଙ୍କୁ ଚଳିତ ବର୍ଷର କଂଗ୍ରେସନାଲ ମେଡାଲ ଦେବା ପାଇଁ ଆମେରିକାର ସାଂସଦ କାରୋଲିନ୍‌ ମାଲୋନୀ ପ୍ରସ୍ତାବ ଦେଇଛନ୍ତି। ନ୍ୟୁୟର୍କରେ ଥିବା ଭାରତ ଦୂତାବାସ ପକ୍ଷରୁ ହୋଇଥିବା ଏକ ସମାବେଶରେ କାରୋଲିନ୍‌ ଯୋଗଦେଇ କହିଛନ୍ତି ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନେଲସନ ମଣ୍ଡେଲା ଏବଂ ମାର୍ଟିନ୍‌ ଲୁଥର କିଙ୍ଗ୍‌ ଏହି ଗୋଲ୍‌ଡ ମେଡାଲ ପାଇସାରିଛନ୍ତି। ତେଣୁ ଏମାନଙ୍କୁ ଅନୁପ୍ରାଣିତ କରିଥିବା ମହାତ୍ମାଙ୍କୁ ମଧ୍ୟ ଏହି ମେଡାଲ ଦିଆଯାଉ ବୋଲି କାରୋଲିନ ମତବ୍ୟକ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe