Jansatta
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲଦାଖ୍ର ସମସ୍ତ ସରକାରୀ କର୍ମଚାରୀମାନେ ସପ୍ତମ ବେତନ କମିସନ୍ ସୁପାରିସ ଆଧାରରେ ଦରମା ପାଇବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏସଂକ୍ରାନ୍ତରେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଜମ୍ମୁ କଶ୍ମୀର ଏବଂ ଲଦାଖ୍ର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନ୍ ଆଧାରରେ ଦରମା ପ୍ରସ୍ତାବକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସ୍ବୀକୃତି ପ୍ରଦାନ କରିବାପରେ ଏହା ଆସନ୍ତା ୩୧ ତାରିଖରୁ କାର୍ଯ୍ୟକାରୀ ହେବ।
Follow Us