ରମଜାନ ପାଇଁ ବିହାରରେ ମୁସଲିମ କର୍ମଚାରୀଙ୍କ କାର୍ଯ୍ୟ ସମୟ କମାଇଲେ ସରକାର

Advertisment
ରମଜାନ ପାଇଁ ବିହାରରେ ମୁସଲିମ କର୍ମଚାରୀଙ୍କ କାର୍ଯ୍ୟ ସମୟ କମାଇଲେ ସରକାର

India Posts English

ପାଟନା‌ : ପବିତ୍ର ରମଜାନ ମାସରେ ମୁସଲିମ କର୍ମଚାରୀଙ୍କ କାର୍ଯ୍ୟ ସମୟ କମାଇବା ପାଇଁ ବିହାରରେ ମହାମେଣ୍ଟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ‌ସରକାର ଶୁକ୍ରବାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ମୁସଲିମ କର୍ମଚାରୀମାନେ ଅଫିସ ଯିବା ସମୟର ଘଣ୍ଟାଏ ପରେ ପହଞ୍ଚି ପାରିବେ ଏବଂ ଅଫିସ ଛାଡ଼ିବା ସମୟର ଘଣ୍ଟାଏ ପୂର୍ବରୁ ଅଫିସ୍‌ ଛାଡ଼ି ପାରିବେ।

ଅବଶ୍ୟ ପୂର୍ବରୁ ୨୦୦୦ ଡିସେମ୍ବରେ ଏଭଳି ଏକ ସମାନ ନିର୍ଦ୍ଦେଶ ଦିଆଯାଇଥିଲା। ବିଜେପି ବିହାର ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି କହିଛି, ହିନ୍ଦୁମାନଙ୍କୁ କାହିଁକି ରାମନବମୀ ଉତ୍ସବ ସମୟରେ ଏହି ସମାନ ସୁବିଧା ଦିଆଯିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe