ହାଫିଜ ସୟଦ ଆମ ଦେଶ ପାଇଁ ବୋଝ, ଏଥିରୁ ମୁକ୍ତି ପାଇବା ପାଇଁ ସମୟ ଦରକାର: ଆସିଫ

Advertisment
ହାଫିଜ ସୟଦ ଆମ ଦେଶ ପାଇଁ ବୋଝ, ଏଥିରୁ ମୁକ୍ତି ପାଇବା ପାଇଁ ସମୟ ଦରକାର: ଆସିଫ

ନୂଆଦିଲ୍ଲୀ: ହାଫିଜ ସୟଦ ଓ ତାଙ୍କର ଆତଙ୍କବାଦୀ ସଙ୍ଗଠନ ଲକସର୍‌-ଏ-ତଏବା ଦେଶ ପାଇଁ ବୋଝ ବୋଲି ଓ୍ଵାସିଙ୍ଗଟନର ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ବିଦେଶମନ୍ତ୍ରୀର ଖ୍ଵାଜା ଆସିଫ କହିଛନ୍ତି। ପାକିସ୍ତାନକୁ ଏଥିରୁ ମୁକ୍ତି ପାଇବା ପାଇଁ ସମୟ ଦରକାର।

ସୂଚନାଯୋଗ୍ୟ, ହାଫିଜ ସଇଦ ୨୦୦୮ରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଏହି ଆକ୍ରମଣରେ ୧୬୩ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କେତେଜଣ ବିଦେଶୀ ନାଗରିକ ବି ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe