ନୂଆଦିଲ୍ଲୀ: ନକଲି ପାକିସ୍ତାନୀ ପରିଚୟ ପତ୍ର ଧରି ପାକିସ୍ତାନରେ ପ୍ରବେଶ କରିଥିବା ଭାରତୀୟ ନାଗରିକ ହମିଦ ନେହାଲ୍ ଅନ୍ସାରି ପାକିସ୍ତାନ ଜେଲ୍ରୁ ମୁକ୍ତ ହୋଇଛନ୍ତି। ୩୩ ବର୍ଷୀୟ ଅନ୍ସାରି ପେଶାୱାର କେନ୍ଦ୍ରୀୟ ଜେଲ୍ରେ ୨୦୧୫ରୁ ବନ୍ଦୀ ଥିଲେ। ୨୦୧୨ ନଭେମ୍ବରରେ ଅନ୍ସାରି ଏକ ନକଲି ପାକିସ୍ତାନୀ ପରିଚୟ ପତ୍ର ଦ୍ବାରା ପାକିସ୍ତାନକୁ ପ୍ରବେଶ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us