କିଛି ଦିନ ପାଇଁ ରାଷ୍ଟ୍ରପତି ହେବେ ହାରିସ

Advertisment
କିଛି ଦିନ ପାଇଁ ରାଷ୍ଟ୍ରପତି ହେବେ ହାରିସ

The New York Times

ୱାସିଂଟନ୍‌  : ଆମେରିକା ଉପରାଷ୍ଟ୍ରପତି କମଳା ହାରିସ କିଛି ଦିନ ପାଇଁ ଆମେରିକାର ରାଷ୍ଟ୍ରପତି ହେବେ। ରାଷ୍ଟ୍ରପତି ଜୋ ବାଇଡେନ୍‌ ହାରିସଙ୍କୁ ଏହି କ୍ଷମତା ହସ୍ତାନ୍ତର କରିବେ। ବାଇଡେନ୍‌ ତାଙ୍କର ରୁଟିନ୍‌ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଯାଇଥିବାରୁ ତାଙ୍କ ସ୍ଥାନରେ ହାରିସ ଦାୟିତ୍ବ ସମ୍ଭାଳିବେ। ଆମେରିକାର ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ହାରିସ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ ଏବଂ ଏହି ସମୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇପାରିବେ। ତେବେ ହାରିସ ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ସୀମିତ ସମୟ ପାଇଁ ଆମେରିକାର ରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe