ପ୍ଲାଜ୍‌ମା ଥେରାପି, ରେମଡେସଭିର ବ୍ୟବହାର ନେଇ ସତର୍କ କରାଇଲେ ହର୍ଷବର୍ଦ୍ଧନ

Advertisment
କୋଭିଡ୍‌-୧୯ ବିପକ୍ଷରେ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବା ଠାରୁ ଭାରତୀୟମାନେ ଅନେକ ଦୂରରେ : ହର୍ଷ ବର୍ଦ୍ଧନ

Image Courtesy of India TV News

ନୂଆଦିଲ୍ଲୀ: ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଓ ରେମଡେସଭିର ଔଷଧର ବ୍ୟବହାର କରାଯାଉଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହି ଥେରାପି ଓ ଔଷଧର ନିୟମିତ ବ୍ୟବହାର ନେଇ ସତର୍କ କରାଇ ଦେଇଛନ୍ତି। ଏ‌ହା ଏବେ ବି ଗବେଷଣାର ବିଷୟବସ୍ତୁ ରହିଥିବାରୁ ଅତି ସତର୍କତାର ସହ ଏହାର ବ୍ୟବହାର କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe