ଟୋକିଓ: ଜାପାନର ଅଧିକାଂଶ ଅଞ୍ଚଳରେ କିଛିଦିନ ହେବ ପ୍ରବଳ ବର୍ଷା ଲାଗିରହିଛି। ବିଶେଷକରି ଦେଶର ଦକ୍ଷିଣପଶ୍ଚିମ ଭାଗରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଏହା ଦ୍ୱାରା ୩୮ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୫୦ ଜଣ ନିଖୋଜ ହୋଇଯାଇଛନ୍ତି। ତେବେ ବନ୍ୟା ଯୋଗୁ ଦେଶର ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାଯାଇଛି। କ୍ୟୋଟୋ ଓ ହିରୋସିମାଠାରେ ବନ୍ୟାସ୍ଥିତି ଉତ୍କଟ ରୂପ ଧାରଣ କରିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଠାରୁ ୪୦ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ଜାପାନରେ ବନ୍ୟା ତାଣ୍ଡବ: ୩୮ ମୃତ, ୪୦ ଲକ୍ଷ ସ୍ଥାନାନ୍ତର
Advertisment
Follow Us