ସୂଚନାଯୋଗ୍ୟ ଯେ ଗତ ବୁଧବାର ଅନୁଷ୍ଠିତ  ଏକ କାର୍ଯ୍ୟକ୍ରମ ସମୟରେ କିର୍କଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହା ପରେ ଏଫବିଆଇ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଥିଲା ଓ ପରେ ପରେ ଅଭିଯୁକ୍ତର ଏକ ଫଟୋ ଜାରି କରାଯାଇଥିଲା ।