ଚଳିତସପ୍ତାହରେ ମୁମ୍ବାଇ, ଥାନେରେ ୩୮ ଡିଗ୍ରି ତାପମାତ୍ରା ଆଶଙ୍କା: ଜାରି ହେଲା ହିଟ୍‌ୱେଭ୍‌ ଆର୍ଲଟ

ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ ଦେଶରେ ଅନୁଭୂତ ହେଲାଣି ଅସହ୍ୟ ତାତି। ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର ଏବଂ ବୁଧବାର ମୁମ୍ବାଇ, ଥାନେ ଏବଂ ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ଅନ୍ୟାନ୍ୟ ପଡ଼ୋଶୀ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ଆର୍ଲଟ ଜାରି କରିଛି। 

www.indiatoday.in

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ ଦେଶରେ ଅନୁଭୂତ ହେଲାଣି ଅସହ୍ୟ ତାତି। ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର ଏବଂ ବୁଧବାର ମୁମ୍ବାଇ, ଥାନେ ଏବଂ ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ଅନ୍ୟାନ୍ୟ ପଡ଼ୋଶୀ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ଆର୍ଲଟ ଜାରି କରିଛି। 

ଭାରତ ପାଣିପାଗ ବିଭାଗ (ଆଇଏମଡି) ବୈଜ୍ଞାନିକ ସୁଷମା ନାୟାର ମଙ୍ଗଳବାର କହିଛନ୍ତି ଯେ ଆଗାମୀ ଦୁଇ ଦିନ ପାଇଁ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି।

ଫେବ୍ରୁଆରି ୨୫ ଏବଂ ୨୬ ତାରିଖରେ ମୁମ୍ବାଇ, ଥାନେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ହିଟ୍‌ୱେଭ୍‌ ଆଲର୍ଟ ଜାରି କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe