ଥିରୁବନନ୍ତପୁରମ୍: କେରଳରେ ବର୍ଷା ଜନିତ ବିତ୍ପାତ ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଖାପାଖି ୬ କୋଟିରୁ ଊର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଛି ବୋଲି ରାଜସ୍ୱ ବିଭାଗ ମନ୍ତ୍ରୀ ଇ ଚନ୍ଦ୍ରଶେଖରନ କହିଛନ୍ତି। ଏକ ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ ପାଖାପାଖି ୧୧୦୯ଟି ବାସଭବନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି ଏବଂ ବର୍ଷା ହେତୁ ପାଖାପାଖି ୬୫ରୁ ଊର୍ଦ୍ଧ୍ୱ ଗୃହ ଭାଙ୍ଗି ପଡ଼ିଛି। ୩୩ ପରିବାରର ୧୨୨ ଲୋକ ଏବେ ବିଭିନ୍ନ ରିଲିଫ୍ ଶିବିରକୁ ସ୍ଥାନାନ୍ତରିତ ହୋଇଛନ୍ତି ବୋଲି ମନ୍ତ୍ରୀ ଚନ୍ଦ୍ରଶେଖରନ ଆଜି ରାଜ୍ୟ ବିଧାନସଭାରେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us