ପ୍ରବଳ ବର୍ଷା: କେରଳର ୮ଟି ଜିଲ୍ଲାରେ ରେଡ୍‌ ଆଲର୍ଟ

Advertisment
ଆଜି ସୁନ୍ଦରଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା: ୨୫ରୁ ରାଜ୍ୟରେ ପାଗ ଶୁଖିଲା

ଥିରୁଅନନ୍ତପୁରମ୍‌: କେରଳରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ୮ଟି ଜିଲ୍ଲାରେ ପାଣିପାଗ ବିଭାଗ (ଆଇଏମ୍‌ଡି) ରେଡ ଆଲର୍ଟ ଘୋଷଣା କରିଛି। ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଜାରି ରହିଛି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ଭୂସ୍ଖଳନ ଓ ବନ୍ୟା ଆଶଙ୍କା କରି ଅନେକ ପରିବାରକୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe