କାଶ୍ମୀର ବାହ୍ୟ ଜଗତରୁ ବିଚ୍ଛିନ୍ନ, ଲଗାତାର ବରଫପାତ ଯୋଗୁଁ ସ୍ଥିତି ସାଂଘାତିକ

କାଶ୍ମୀର ବାହ୍ୟ ଜଗତରୁ ବିଚ୍ଛିନ୍ନ, ଲଗାତାର ବରଫପାତ ଯୋଗୁଁ ସ୍ଥିତି ସାଂଘାତିକ

Rediff.com

ଶ୍ରୀନଗର: କାଶ୍ମୀର‌ରେ ପ୍ରବଳ ବରଫପାତ ଯୋଗୁଁ ଏହା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲଗାତାର ୩ ଦିନ ଧରି କାଶ୍ମୀର ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ ହୋଇ ଯାତାୟାତ ବନ୍ଦ ରହିଛି। ବରଫପାତ ଯୋଗୁଁ ଶ୍ରୀନଗରରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ୫୦୦ ଅଧିକ ଗାଡ଼ି ଅଟକି ରହିଛି। ପାଗ ଅତ୍ୟନ୍ତ ଖରାପ ରହିଥିବାରୁ ଏବଂ ବରଫପାତ ସାଙ୍ଗକୁ ଘନ କୁହୁଡ଼ି ‌ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ପ୍ରବଳ ବରଫପାତ ଯୋଗୁଁ ପ୍ରମୁଖ ରାଜପଥ ଗୁଡ଼ିକ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe