କର୍ଣ୍ଣାଟକ ହାଇକୋର୍ଟରେ ସଦ୍ୟ ଆବେଦନ: ଶୁକ୍ରବାର ଏବଂ ରମଜାନ୍‌ରେ ହିଜାବ ପିନ୍ଧିବାକୁ ଅନୁମତି ମିଳୁ

Advertisment
ଆଜି ପୁଣି କର୍ଣ୍ଣାଟକ ହାଇକୋର୍ଟରେ ହେବ ହିଜାବ ବିବାଦର ଶୁଣାଣିି

Live Law

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲାର ଶୁଣାଣି ଜାରି ରହିଥିବା ବେଳେ ଆଜି କିଛି ମୁସଲିମ ଛାତ୍ରୀ ପୁଣିଥରେ କର୍ଣ୍ଣାଟକ ହାଇକୋର୍ଟରେ ସଦ୍ୟ ଆବେଦନ କରିଛନ୍ତି। ଶୁକ୍ରବାର ଏବଂ ରମଜାନ୍‌ ମାସ‌ରେ ହିଜାବ ପିନ୍ଧିବାକୁ ଅନୁମତି ଦେବାପାଇଁ ସେମାନେ ହାଇକୋର୍ଟରେ ଆବେଦନ କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ ହିଜାବ ନିଷିଦ୍ଧ କରିବାର ଅର୍ଥ ହେଉଛି ପବିତ୍ର କୋରାନ୍‌କୁ ନିଷିଦ୍ଧ କରିବା। ଅନ୍ୟପକ୍ଷେ ହାଇକୋର୍ଟରେ ଆଜି ପଞ୍ଚମ ଦିନରେ ହିଜାବ ମାମଲାର ଶୁଣାଣି ହୋଇଛି। ଆସନ୍ତାକାଲି ଅପରାହ୍ନ ୨.୩୦ରେ ପୁଣିଥରେ ମାମଲାର ଶୁଣାଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe