ନୂଆଦିଲ୍ଲୀ : ହିମାଂଶୁ ଶେଖର ଖଟୁଆଙ୍କୁ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ (ଏସ୍ଆର୍ଏଫ୍ଟିଆଇ), କୋଲକାତା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ ପକ୍ଷରୁ ପ୍ରକାଶିତ ଆଦେଶରେ ଏହା କୁହାଯାଇଛି। ଏ ସଂପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଅବଗତ କରାଯାଇଛି।
ହିମାଂଶୁ ଖଟୁଆ ଏସ୍ଆର୍ଏଫ୍ଟିଆଇ ନିର୍ଦ୍ଦେଶକ
Advertisment
Follow Us