ପବିତ୍ର ଭୂମି ଏବେ ଦୁଷ୍କର୍ମକାରୀଙ୍କ ଭୂମି ପାଲଟିଛି: ମାଡ୍ରାସ ହାଇକୋର୍ଟ

Advertisment
ପବିତ୍ର ଭୂମି ଏବେ ଦୁଷ୍କର୍ମକାରୀଙ୍କ ଭୂମି ପାଲଟିଛି: ମାଡ୍ରାସ ହାଇକୋର୍ଟ

Live Law

ନୂଆଦିଲ୍ଲୀ : ପବିତ୍ର ଭାରତଭୂମି ଏବେ ଦୁଷ୍କର୍ମକାରୀଙ୍କ ଭୂମି ପାଲଟିଛି ଯେଉଁଠି ପ୍ରତି ୧୫ ମିନିଟ୍‌ରେ ଏକ ଦୁଷ୍କର୍ମ ଘଟୁଛି ବୋଲି ମାଡ୍ରାସ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଜଣେ ପ୍ରବାସୀ ଶ୍ରମିକଙ୍କ ସହ ହୋଇଥିବା ଦୁଷ୍କର୍ମ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଏଭଳି କହିଛନ୍ତି। ଆସାମର ଜଣେ ପ୍ରବାସୀ ଶ୍ରମିକଙ୍କୁ ତିରୁପୁର ଜିଲ୍ଲାରେ ଦୁଷ୍କର୍ମ କରାଯାଇଥିଲା। ସମ୍ପୃକ୍ତ ମହିଳା ଶ୍ରମିକଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏ.ପି. ସୂର୍ଯ୍ୟପ୍ରକାଶଙ୍କ ପ୍ରଶ୍ନର ଉତ୍ତର‌ରେ ହାଇକୋର୍ଟ କହିଛନ୍ତି, ଦେବଭୂମି ଭାରତ ଏବେ ଦୁଷ୍କର୍ମକାରୀଙ୍କ ଭୂମି ପାଲଟିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe