ପାକିସ୍ତାନରେ ଏକେ-୪୭ର ହୋମ୍ ଡେଲିଭରି!

Advertisment
ପାକିସ୍ତାନରେ ଏକେ-୪୭ର ହୋମ୍ ଡେଲିଭରି!

FlaglerLive

ଇସଲାମାବାଦ : ପାକିସ୍ତାନରେ ଘରେ ବସି ଅନ୍‌ଲାଇନ୍ ପିଜା ମଗାଇ ଖାଇବା ପରି ହୋମ୍ ଡେଲିଭରିରେ ଏକେ-୪୭ ରାଇଫଲ ପାଇବା ଭାରି ସହଜ। ସାମାଜିକ ଗଣମାଧ୍ୟମରେ ଜଣେ ଲୋକ ତା’ ପସନ୍ଦର ଅସ୍ତ୍ର ବାଛିପାରିବ, ଡିଲରକୁ ଫୋନ୍ କରିପାରିବ ଏବଂ ଫୋନ୍‌ରେ ମୂଲଚାଲ ଛିଣ୍ଡିବା ପରେ କାମ ଖତମ। ତା’ର ଅଳ୍ପ କେଇଦିନ ପରେ କୋରିୟରବାଲା ଆସି କବାଟ ବାଡ଼େଇ ବନ୍ଧୁକ ଦେଇଯିବ। ଏହି ଡେଲିଭରି ସେବା ସମଗ୍ର ପାକିସ୍ତାନରେ ଉପଲବ୍ଧ ବୋଲି ଏକ ପାକିସ୍ତାନୀ ଟିଭି ରିପୋର୍ଟରୁ ଜଣାପଡ଼ିଛି। ଜଣେ ପାକିସ୍ତାନୀ ନାଗରିକଙ୍କ କହିବା ଅନୁସାରେ ସେ ଖାଇବର ପାଖତୁନଖ୍ବାରୁ କରାଚୀକୁ ମଗାଇଥିବା ଏକେ-୪୭ ପାଇଁ ମାତ୍ର ୩୮,୦୦୦ ଟଙ୍କା ଦେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe