ଗୃହମନ୍ତ୍ରାଳୟର ସ୍ପଷ୍ଟିକରଣ: ସେଲୁନ୍ ଖୋଲି ପାରିବ ନାହିଁ

Advertisment
ସେଲୁନ୍ ଖୋଲିବୁ କେବେ? ସହାୟତା ପାଇଁ ବାରିକ ସଂଘର ଦାବି 

Image Source: Fashion Beans

ନୂଆଦିଲ୍ଲୀ: କେବଳ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଖୋଲିବା ପ୍ରତି ଗୃହ ବ୍ୟାପାର ମନ୍ତ୍ରାଳୟ ଆଦେଶ ପ୍ରଯୁଜ୍ୟ ବୋଲି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି। ସେ କହିଛନ୍ତି ଯେ ମଦ ଦୋକାନ, ସେଲୁନ୍ ଓ ବାରିକ ଦୋକାନ ଖୋଲିବାକୁ ଆଦେଶ ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe