୧୯୮୪ ଶିଖ୍‌ ଦଙ୍ଗା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ପୁନଃ ତଦନ୍ତ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସହମତି

Advertisment
୧୯୮୪ ଶିଖ୍‌ ଦଙ୍ଗା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ପୁନଃ ତଦନ୍ତ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସହମତି

News X

ନୂଆଦିଲ୍ଲୀ: ୧୯୮୪ରେ ଦେଶରେ ଘଟିଥିବା ଶିଖ୍‌ ବିରୋଧୀ ଦଙ୍ଗାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ବିରୋଧରେ ରହିଥିବା ମାମଲାର ପୁନଃ ତଦନ୍ତ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆଜି ନିଜର ସହମତି ଦେଇଛନ୍ତି।

ଶିରୋମଣି ଅକାଳୀ ଦଳର ଦିଲ୍ଲୀ ବିଧାୟକ ଆଜି ମନ୍‌ଜିନ୍ଦର ସିଂହ ସିର୍ସା ଆଜି ଗଣମାଧ୍ୟମ ସମ୍ମୁଖରେ ଏହି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏ ନିଷ୍ପତ୍ତି ବାବଦରେ ଘୋଷଣା କରିବା ସହ ଏହାକୁ ଅକାଳୀ ଦଳ ପାଇଁ ଏକ ବଡ଼ ବିଜୟ ବୋଲି କହିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏ ନିଷ୍ପତ୍ତି ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଆଉଥରେ ଜେଲ ଯିବା ତଥା ଅନ୍ୟତମ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ପରି ଦଶା ଭୋଗ କରିବା ନିଶ୍ଚିତ ହୋଇ ଯାଇଛି ବୋଲି କହିଛନ୍ତି, ଶିରୋମଣି ଅକାଳୀ ଦଳର ଦିଲ୍ଲୀ ବିଧାୟକ ଆଜି ମନ୍‌ଜିନ୍ଦର ସିଂହ ସିର୍ସା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe