Image Courtesy of Zee News
ପଞ୍ଚକୁଳା: ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ ହନିପ୍ରୀତ୍ ଇନ୍ସାନ୍ଙ୍କୁ ବୁଧବାର ସକାଳେ ପଞ୍ଚକୁଳା ଡିଷ୍ଟ୍ରିକ୍ଟ୍ କୋର୍ଟରେ ହାଜର କରାଯାଇଛି। ତାଙ୍କ ସହ ତାଙ୍କର ସହଯୋଗୀ ସୁଖଦୀପ କୌରଙ୍କୁ ମଧ୍ୟ ଅଦାଲତରେ ହାଜର କରାଯାଇଛି।
ହନିପ୍ରୀତ୍ ଓରଫ୍ ପ୍ରିୟଙ୍କା ତାନେଜାଙ୍କୁ ହରିୟାନା ପୁଲିସ ୨୦୧୭ ମସିହା ଅକ୍ଟୋବର ୩ ତାରିଖରେ ଗିରଫ କରାଯାଇଥିଲା। ରିପୋର୍ଟ ଅନୁସାରେ, ଯଦି ଦୁଷ୍କର୍ମ ମାମଲାରେ ଡେରା ମୁଖ୍ୟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଅଗଷ୍ଟ ୨୫ ତାରିଖ ଦିନ ପଞ୍ଚକୁଳାରେ ଉତ୍ପାତ କରାଇବାକୁ ହନିପ୍ରୀତ୍ ଡେରା ସଚ୍ଚା ସୌଦା ସଦସ୍ୟଙ୍କୁ ୧. ୨୫ ଲକ୍ଷ ଟଙ୍କା ଦେଇଥିଲେ ବୋଲି କୁହାଯାଉଛି।
Follow Us