ବାଇଡେନ୍‌ ଇଲେକ୍ଟୋରାଲ୍‌ କଲେଜ୍‌ ଭୋଟ୍‌ ଜିତିଲେ ହ୍ବାଇଟ୍‌ ହାଉସ୍‌ ଛାଡ଼ିଦେବି: ଟ୍ରମ୍ପ୍‌

Advertisment
ବାଇଡେନ୍‌ ଇଲେକ୍ଟୋରାଲ୍‌ କଲେଜ୍‌ ଭୋଟ୍‌ ଜିତିଲେ ହ୍ବାଇଟ୍‌ ହାଉସ୍‌ ଛାଡ଼ିଦେବି: ଟ୍ରମ୍ପ୍‌

Image Courtesy of OneIndia

ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି କହିଛନ୍ତି, ଯଦି ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜୋ ବାଇଡେନ୍‌ଙ୍କ ସମର୍ଥନରେ ଇଲେକ୍ଟୋରାଲ୍‌ ଭୋଟ୍‌ ଯିବ ତେବେ ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିଦେବେ। ଇଲେକ୍ଟୋରାଲ୍‌ କଲେଜ୍‌ ନିର୍ବାଚନରେ ଯଦି ବାଇଡେନ୍ ଜିତିଯାଆନ୍ତି ତେବେ ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିଦେବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ବାଇଡେନ୍‌ ଆସନ୍ତା ଜାନୁଆରି ୨୦ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe