LegendOfficers.com
ନୂଆଦିଲ୍ଲୀ : କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୨୦୧୨ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ସୁରେନ୍ଦ୍ର କୁମାର ମୀନା ନିଜ କ୍ୟାଡର୍ (ଓଡ଼ିଶା)କୁ ଫେରିବେ। ତାଙ୍କ କେନ୍ଦ୍ରୀୟ ଡେପୁଟେସନ୍ ଅବଧିକୁ ହ୍ରାସ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ଶ୍ରୀ ମୀନା ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରେଣୁକା ସିଂହଙ୍କ ବ୍ୟକ୍ତିଗତ ସଚିବ ଅଛନ୍ତି।
Follow Us