ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇଲା

Advertisment

ବୁଧବାର ପ୍ରକାଶ ପାଇଛି ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଆଇଏସସିରେ ୯୯ ଦଶମିକ ୦୯ ପ୍ରତିଶତ ପାସ୍ । ଆଇସିଏସଇ ୯୯ ଦଶମିକ ୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।

ବୁଧବାର ପ୍ରକାଶ ପାଇଛି ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଆଇଏସସିରେ ୯୯ ଦଶମିକ ୦୯ ପ୍ରତିଶତ ପାସ୍ । ଆଇସିଏସଇ ୯୯ ଦଶମିକ ୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।

 NDTV

ନୂଆଦିଲ୍ଲୀ: ବୁଧବାର ପ୍ରକାଶ ପାଇଛି ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଆଇଏସସିରେ ୯୯ ଦଶମିକ ୦୯ ପ୍ରତିଶତ ପାସ୍ । ଆଇସିଏସଇ ୯୯ ଦଶମିକ ୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୁଣି ଥରେ ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ ।

ଆଇସିଏସଇରେ ଛାତ୍ରୀଙ୍କ ପାସ ହାର ୯୯ ଦଶମିକ ୩୭ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୯୮ ଦଶମିକ ୮୪ ପ୍ରତିଶତ ରହିଛି । ଆଇଏସସିରେ ଝିଅଙ୍କ ପାସ ହାର ୯୯ ଦଶମିକ ୪୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୯୮ ଦଶିମକ ୬୪ ପ୍ରତିଶତ ରହିଛି ।

ଆଇସିଏସଇରେ ଛାତ୍ରଛାତ୍ରୀମାନେ ୬୭ ବିଷୟରେ ଲିଖିତ ପରୀକ୍ଷା ଦେଇଥିବା ବେଳେ ଆଇଏସସିରେ ପିଲାମାନେ ୪୭ ବିଷୟରେ ଲିଖିତ ପରୀକ୍ଷା ଦେଇଛନ୍ତି । ମୋଟ ଉପରେ ଅଢେଇ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe