୨୦୧୮-୧୯ ଶିକ୍ଷାବର୍ଷରୁ ଭୁବନେଶ୍ୱର ଆଇଆଇଟିରେ ସିଟ୍‌ ସଂଖ୍ୟା ବୃଦ୍ଧି ହେବ

Advertisment
୨୦୧୮-୧୯ ଶିକ୍ଷାବର୍ଷରୁ ଭୁବନେଶ୍ୱର ଆଇଆଇଟିରେ ସିଟ୍‌ ସଂଖ୍ୟା ବୃଦ୍ଧି ହେବ

ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ ଚିହ୍ନଟ
ବେଙ୍ଗାଲୁରୁ ୩/ ୧୦ : ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍ଗେଶଙ୍କ ହତ୍ୟାକାରୀକୁ ଚିହ୍ନଟ କରାଯାଇଛି। କିନ୍ତୁ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରିବାପାଇଁ ଏବେ ବି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି ବୋଲି କର୍ଣ୍ଣାଟକ ସରକାର କହିଛନ୍ତି। ଗୃହ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି କହିଛନ୍ତି ଯେ, ହତ୍ୟାକାରୀ କିଏ ସେମାନେ ଜାଣି ସାରିଛନ୍ତି କିନ୍ତୁ ସେ ବିଷୟରେ କୌଣସି ସୂଚନା ପ୍ରକାଶ କଲେ ମାମଲା ଅଧିକ ଜଟିଳ ହୋଇଯିବ । ସେପ୍ଟେମ୍ବର ୫ ତାରିଖରେ ଲଙ୍କେଶଙ୍କୁ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ ତା’ ମୁହଁ ଲୁଚାଇବାପାଇଁ ଏକ ହେଲମେଟ୍‌ ପିନ୍ଧିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe