ସମ୍ଭଲରେ ଇମାମଙ୍କ ବିରୋଧରେ ମାମଲା ରୁଜ୍ଜୁ

Advertisment

ଉଚ୍ଚ ଶବ୍ବରେ ସମସ୍ତ ଧାର୍ମିକ ସ୍ଥଳରେ ଲାଉଡସ୍ପିକର ବଜାଇବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ଏହା ସତ୍ତ୍ୱେ ସମ୍ଭଲରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ମାଧ୍ୟମରେ ପ୍ରାର୍ଥନା କରୁଥିବାବେଳେ ଜଣେ ଇମାମ ଧରାପଡ଼ିଥିଲେ।

ଉଚ୍ଚ ଶବ୍ବରେ ସମସ୍ତ ଧାର୍ମିକ ସ୍ଥଳରେ ଲାଉଡସ୍ପିକର ବଜାଇବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ଏହା ସତ୍ତ୍ୱେ ସମ୍ଭଲରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ମାଧ୍ୟମରେ ପ୍ରାର୍ଥନା କରୁଥିବାବେଳେ ଜଣେ ଇମାମ ଧରାପଡ଼ିଥିଲେ।

sa

ସମ୍ଭଲ : ଉଚ୍ଚ  ଶବ୍ବରେ ସମସ୍ତ ଧାର୍ମିକ ସ୍ଥଳରେ ଲାଉଡସ୍ପିକର ବଜାଇବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ଏହା ସତ୍ତ୍ୱେ ସମ୍ଭଲରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ମାଧ୍ୟମରେ ପ୍ରାର୍ଥନା କରୁଥିବାବେଳେ ଜଣେ ଇମାମ ଧରାପଡ଼ିଥିଲେ। ପୁଲିସ ଲାଉଡସ୍ପିକର ଜବତ କରିବା ସହ ଇମାମଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କୌଣସି ଧାର୍ମିକ ସ୍ଥାନରେ ଅଧିକ ମାତ୍ରାରେ ଲାଉଡସ୍ପିକର ବଜାଇବା ଉଚିତ ନୁହେଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯିବା ସତ୍ତ୍ୱେ ଇମାମ ହାଫିଜ ସକିଲ ଶାମସୀଙ୍କୁ ପୁଲିସ ଅଧିକାରୀ ଜିତେନ୍ଦ୍ର ଓ ଅରୁଣ କୁମାର ସମ୍ଭାଲର ଚାନ୍ଦୋସି ଥାନା ଅଞ୍ଚଳର ପଞ୍ଜାବିଆନ୍ ଅଞ୍ଚଳରେ ଲାଉଡ୍ ସ୍ପିକର ବ୍ୟବହାର କରି ପ୍ରାର୍ଥନା କରିବାକୁ ଡାକିଥିବା ବେଳେ ଧରାପଡ଼ିଥିଲେ। ଏହାପରେ ପୁଲିସ ଜୋରରେ ବଜାଉଥିବା ଲାଉଡସ୍ପିକରକୁ ବାହାର କରି ଜବତ କରିଥିଲା। ସେପଟେ ମସଜିଦ୍ ର ଇମାମ ହାଫିଜ ସକିଲ ଶାମସିଙ୍କ ବିରୋଧରେ ମାମଲା ରୁଜୁ କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe