ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟର ଚମତ୍କାର ପ୍ରଦର୍ଶନ, ୨୦ ଆସନରେ ଆଗରେ, ସ୍ମୃତି ଇରାନୀ ପଛରେ

ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟର ଚମତ୍କାର ପ୍ରଦର୍ଶନ, ୨୦ ଆସନରେ ଆଗରେ, ସ୍ମୃତି ଇରାନୀ ପଛରେ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟର ଚମତ୍କାର ପ୍ରଦର୍ଶନ, କରିଛି। ଇଣ୍ଡିଆ ମେଣ୍ଟ ୨୦ ଆସନରେ ଆଗରେ ରହିଥିବାବେଳେ ସ୍ମୃତି ଇରାନୀ ପଛରେ ଅଛନ୍ତି। ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ୮୦ ଲୋକସଭା ଆସନ ମଧ୍ୟରୁ ୩୭ ଆସନରେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ଆଗୁଆ ରହିଥିବାବେଳେ କଂଗ୍ରେସ ନେତୃତ୍ବଧୀନ ଇଣ୍ଡିଆ ୨୦ ଆସନରେ ଆଗୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe