ରୁଷ୍‌ର ବଡ଼ ଆକ୍ରମଣ: ଯୁଦ୍ଧ ବିରତି ଆଲୋଚନା ଭିତରେ କାହିଁକି ଏପରି କଲା ରୁଷ୍‌?

Advertisment

ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ । ଦୁଇ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃ୍ତ୍ୟୁ, ଏକାଧିକ ଆହତ । ଯୁଦ୍ଧବିରତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଭିତରେ ପୁଟିନ ସେନା ବଡ଼ ଆକ୍ରମଣ କରିଛି ।

ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ । ଦୁଇ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃ୍ତ୍ୟୁ, ଏକାଧିକ ଆହତ । ଯୁଦ୍ଧବିରତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଭିତରେ ପୁଟିନ ସେନା ବଡ଼ ଆକ୍ରମଣ କରିଛି ।

ାରୁୀଜତଦରି

ନୂଆଦିଲ୍ଳୀ:  ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ । ଦୁଇ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃ୍ତ୍ୟୁ, ଏକାଧିକ ଆହତ । ଯୁଦ୍ଧବିରତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଭିତରେ ପୁଟିନ ସେନା ବଡ଼ ଆକ୍ରମଣ କରିଛି । ଏହା ଋଷର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ ବୋଲି କୁହାଯାଉଛି । ଋଷର ଏଭଳି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ରମ୍ପ ପୁଟିନଙ୍କୁ ପାଗଳ ବୋଲି କହିବାକୁ ପଛାଇ ନାହାନ୍ତି । ଟ୍ରମ୍ପ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ତାଙ୍କ ସହ କିଛି ଘଟିଛି । ଯେଉଁଥିପାଇଁ ସେ ପାଗଳ ଭଳି କାର୍ଯ୍ୟ କରୁଛନ୍ତି । ଅନାବଶ୍ୟକ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି । ବିନା କାରଣରେ ୟୁକ୍ରେନ୍ ସହର ଉପରେ ଋଷ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି ବୋଲି କହିଛନ୍ତି ଟ୍ରମ୍ପ । କଏଦୀ ଅଦଳବଦଳ ଚୁକ୍ତି ଅନୁଯାୟୀ ଦୁଇ ଦେଶ ବନ୍ଧକ ଥିବା ହଜାର ଲେଖାଏଁ ସୈନିକ ଏବଂ ନାଗରିକଙ୍କ ପରଷ୍ପର ଦେଶକୁ ଛାଡିଛନ୍ତି। ଆଉ ଏହା ପରେ ଋଷର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ ।

ୟୁକ୍ରେନ୍ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ 
ଦୁଇ ଶିଶୁଙ୍କ ସହ ୧୩ ଜଣଙ୍କ ମୃ୍ତ୍ୟୁ
ଯୁଦ୍ଧବିରତି ନେଇ ଆଲୋଚନା ଭିତରେ ପୁଟିନ ସେନାର ବଡ଼ ଆକ୍ରମଣ
ଏହା ଋଷର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି
ଋଷର ଏଭଳି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ କ୍ଷୋଭ 
ଟ୍ରମ୍ପ ପୁଟିନଙ୍କୁ ପାଗଳ ବୋଲି କହିବାକୁ ପଛାଇ ନାହାନ୍ତି 
ପୁଟିନ୍ ପାଗଳ ଭଳି କାର୍ଯ୍ୟ କରୁଛନ୍ତି କହିଲେ ଡୋନାଲ୍ଡ ଟ୍ରମ୍ପ
ଅନାବଶ୍ୟକ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି ପୁଟିନ୍
ବିନା କାରଣରେ ୟୁକ୍ରେନରେ ଋଷ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି
ଦୁଇ ଦେଶ ମଧ୍ୟରେ କଏଦୀ ଅଦଳବଦଳ ପରେ ଋଷର ଆକ୍ରମଣ
ବନ୍ଧକ ଥିବା ହଜାର ଲେଖାଏଁ ସୈନିକ ଏବଂ ନାଗରିକ ପରସ୍ପର ଦେଶକୁ ଛାଡିଛନ୍ତି
ଏହା ପରେ ଋଷର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe