ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ନ୍ୟୁୟର୍କରେ ହେବାକୁ ଥିବା ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାକୁ ଆଜି ଭାରତ ରଦ୍ଦ କରିଛି। ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଷଡ଼ଯନ୍ତ୍ରକ୍ରମେ କଶ୍ମୀରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଲଗାତାର ଆକ୍ରମଣ କରାଯିବାରୁ ଏଥିରେ କ୍ଷୁବ୍ଧ ଭାରତ କଥାବାର୍ତ୍ତା ରଦ୍ଦ କରିଛି। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି, ଇମ୍ରାନ୍ ଖାନ୍ ସରକାରର ଅସଲ ରୂପ ଏବେ ସାମ୍ନାକୁ ଆସିଛି।
ଇମ୍ରାନ୍ଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି: ଭାରତ
Advertisment
Follow Us