ଚବାହାର ବଢାଇବ ଭାରତ-ଚୀନ୍‌ ତିକ୍ତତା

Advertisment
ଚବାହାର ବଢାଇବ ଭାରତ-ଚୀନ୍‌ ତିକ୍ତତା

ତେହରାନ୍‌: ଇରାନ୍‌ର ପରିତ୍ୟକ୍ତ ଚବାହାର ବନ୍ଦର ପାଇଁ ଏବେ ଭାରତ-ଚୀନ୍‌ ସମ୍ପର୍କରେ ତିକ୍ତତା ବୃଦ୍ଧି ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୫୦ ହଜାର କୋଟି ଟଙ୍କା ବ୍ୟୟରେ ଭାରତ ଏହି ବନ୍ଦରର ନବୀକରଣ କାର୍ଯ୍ୟ କରୁଛି। କିନ୍ତୁ ଲଗାତାର ଭାବେ ଭାରତର ଏହି ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଇରାନ୍‌ ଏବେ ଚବାହାର ବନ୍ଦର ପାଇଁ ଚୀନ୍‌ର ପୁଞ୍ଜିନିବେଶକୁ ସ୍ୱାଗତ କରିଛି। ଫଳରେ ଏହି ବନ୍ଦର ଏବେ ଚୀନ୍‌ କବ୍‌ଜାକୁ ଯିବାଭଳି ପରିସ୍ଥିତି ଉପୁଜିଛି। ଭାରତ ମହାସାଗର କ୍ଷେତ୍ରରେ ଚୀନ୍‌ର ବିସ୍ତାରବାଦକୁ ବିରୋଧ କରିଆସୁଥିବା ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ପରାଜୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe