ଆତଙ୍କବାଦୀ ଘୋଷିତ ହେଲେ ଆଝାର୍‌, ହାଫିଜ୍‌, ଦାଉଦ୍‌ ଓ ଜାକି-ଉର୍‌-ରେହମାନ

Advertisment
ଆତଙ୍କବାଦୀ ଘୋଷିତ ହେଲେ ଆଝାର୍‌, ହାଫିଜ୍‌, ଦାଉଦ୍‌ ଓ ଜାକି-ଉର୍‌-ରେହମାନ

zeenews.india.com

ନୂଆଦିଲ୍ଳୀ: ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାର, ଜମତ-ଉଦ୍‌-ଦଓ୍ଵା ମୁଖ୍ୟ ହାଫିଜ ସଇଦ୍‌, ଲସ୍କର-ଇ-ତୋଏବାର ମୁଖ୍ୟ ପରିଚାଳନା କମାଣ୍ଡର ଜାକି-ଉର୍‌-ଲହମାନ ଲଖଭି ଏବଂ ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ଦାଉଦ୍‌ ଇବଆହିମ୍‌କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ୪ ଜଣଙ୍କୁ ବେଆଇନ୍‌ କାର୍ଯ୍ୟକଳାପ ନିରୋଧ ଆଇନ୍‌ ବଳରେ ଆତଙ୍କବାଦୀ ଘୋଷଣା କରାଯାଇଥିବା ଜାଣିବାକୁ ମିଳିଛି। ଏହି ୪ ଜଣଙ୍କ ନାମରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe