India-England fourth Test: England win toss, bowl first Photograph: (sambad.in)
ମାଞ୍ଚେଷ୍ଟର୍: ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ମହତ୍ତ୍ବପୂର୍ଣ୍ଣ ଚତୁର୍ଥ ମୁକାବିଲା ବୁଧବାରଠାରୁ ମାଞ୍ଚେଷ୍ଟର୍ର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମ୍ରେ ଖେଳାଯାଉଛି। ମ୍ୟାଚ୍ରେ ଇଂଲଣ୍ତ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
ନହେଲେ ଇଂଲଣ୍ଡ ୩-୧ର ଅପରାଜେୟ ଅଗ୍ରଣୀ ହାସଲ କରି ‘ଦି ଓଭାଲ’ଠାରେ ଜୁଲାଇ ୩୧ ତାରିଖରୁ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମୁକାବିଲା ପୂର୍ବରୁ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ପ୍ରଥମ ବିଜେତା ହେବା ପକ୍କା କରିନେବ।
India | team england
Follow Us