ଜାତିସଂଘରେ ପାକିସ୍ତାନକୁ ଘେରିଲା ଭାରତ, କରୋନାରୁ ଫାଇଦା ଉଠାଇ ସୀମାପାର ଆତଙ୍କବାଦ ବଢ଼ାଉଛି

ଜାତିସଂଘରେ ପାକିସ୍ତାନକୁ ଘେରିଲା ଭାରତ, କରୋନାରୁ ଫାଇଦା ଉଠାଇ ସୀମାପାର ଆତଙ୍କବାଦ ବଢ଼ାଉଛି

Job Vacancy

ଇସଲାମାବାଦ୍‌: ଜାତିସଂଘର ଏକ କାର୍ଯ୍ୟକ୍ରମରେ ଆଜି ଭାରତ ପାକିସ୍ତାନର ମୁଖା ପୁଣିଥରେ ଖୋଲି ଦେଇଛି। ଜାତିସଂଘକୁ ଭାରତର ସ୍ଥାୟୀ ମିସନ୍‌ର ପ୍ରଥମ ସଚିବ ଆଶୀଷ ଶର୍ମା କହିଛନ୍ତି, ପାକିସ୍ତାନ ସୀମା ପାର ଆତଙ୍କବାଦର ପ୍ରସାର ପାଇଁ ଏବଂ ଘୃଣା ବଢ଼ାଇବାପାଇଁ କରୋନା ମହାମାରୀର ଫାଇଦା ଉଠାଉଛି। ଶର୍ମା କହିଛନ୍ତି, ପାକିସ୍ତାନ ଦ୍ବାରା ଦିଆଯାଉଥିବା ଉତ୍ତେଜକ ଭ‌ାଷଣ ଭାରତରେ କେବଳ ବିଭାଜନ ସୃଷ୍ଟି ପାଇଁ ଉଦ୍ଦିଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe