ଥାଇଲାଣ୍ଡ ଗୁଳିକାଣ୍ଡରେ ଜଣେ ଭାରତୀୟଙ୍କ ମୃତ୍ୟୁ

Advertisment
ଥାଇଲାଣ୍ଡ ଗୁଳିକାଣ୍ଡରେ ଜଣେ ଭାରତୀୟଙ୍କ ମୃତ୍ୟୁ

ବ୍ୟାଂକକ୍‌: ଥାଇଲାଣ୍ଡ୍‌ରେ ଗୁଳିକାଣ୍ଡ ଘଟି ଜଣେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣ ଭାରତୀୟ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଥାଇଲାଣ୍ଡ୍‌ର ରାତଚାଥେୱି ଜିଲ୍ଲାର ସେଣ୍ଟାରା ୱାଟରଗେଟ୍‌ ପାଭିଲିଅନ୍‌ ହୋଟେଲ୍‌ ପଛପଟେ ଏହି ଗୁଳିକାଣ୍ଡ ହୋଇଥିଲା। କିଛି ଭାରତୀୟ ପର୍ଯ୍ୟଟକ ହୋଟେଲ୍‌ରୁ ଖାଇ ଫେରୁଥିବାବେଳେ ଦୁଇଟି ବିରୋଧୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳିକାଣ୍ଡର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe