ଅଦ୍ୟତନ ହୋଇଛି
ଜରୁରୀକାଳୀନ ସମୟରେ ବୁଡ଼ାଜାହାଜରେ ଥିବା କର୍ମଚାରୀଙ୍କ ଉଦ୍ଧାର ପାଇଁ ଭାରତୀୟ ନୌସେନାର ନୂଆ ଯାନ
Advertisment
ଜରୁରୀକାଳୀନ ସମୟରେ ବୁଡ଼ାଜାହାଜରେ ଥିବା କର୍ମଚାରୀଙ୍କ ଉଦ୍ଧାର ପାଇଁ ଡିପ୍ ସବମର୍ଜ ରେସକ୍ୟୁ ଭେହିକ୍ଲ ବା ଡିଏସଆରଭି ବ୍ୟବହାର କରିବ ଭାରତୀୟ ନୌସେନା। ଏ ନେଇ ଦକ୍ଷିଣ ଆଫ୍ରିକା ନୌସେନା ସହ ଏକ ରାଜିନାମା ସ୍ବାକ୍ଷିରତ ହୋଇଛି ।
Updated On
Follow Us