The Asian Age
ଲଣ୍ଡନ : ବ୍ରିଟେନ୍ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ଜଣେ ଭାରତୀୟ ବଂଶୋଦ୍ଭବ ଦିଲ୍ଜିତ ଗ୍ରୀୱାଲ୍କୁ ଲଣ୍ଡନର ଏକ କୋର୍ଟ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଦିଲ୍ଜିତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କଠାରୁ ଟଙ୍କା ଓ ମୋବାଇଲ୍ ଲୁଟ୍ କରିଥି ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଥିଲା।
Follow Us