Advertisment

ଜନ୍ମଦିନରେ ଭୁଲ୍‌ରେ ଗୁଳି ଫୁଟି ଭାରତୀୟ ଛାତ୍ର ନିହତ

Advertisment

ଆମେରିକାରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ର ଆର୍‌ୟନ ‌ରେଡ୍ଡିଙ୍କର ନଭେମ୍ବର ୧୩ ତାରିଖରେ ଗୁଳି ବାଜି ମୃତ୍ୟୁ ହୋଇଯାଇଛି। ଆର୍‌ୟନ ହେଉଛନ୍ତି କାନସାସ୍‌ ଷ୍ଟେଟ୍‌ ୟୁନିଭର୍ସିଟି‌ରେ ମାଷ୍ଟର ଅଫ୍‌ ସାଇନ୍ସର ଜଣେ ଛାତ୍ର। ତେଲେଙ୍ଗାନାର ସାଇରାମ ନଗରରେ ତାଙ୍କ ଘର।

dgdgdjjgd

ୱାସିଂଟନ: ଆମେରିକାରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ର ଆର୍‌ୟନ ‌ରେଡ୍ଡିଙ୍କର ନଭେମ୍ବର ୧୩ ତାରିଖରେ ଗୁଳି ବାଜି ମୃତ୍ୟୁ ହୋଇଯାଇଛି। ଆର୍‌ୟନ ହେଉଛନ୍ତି କାନସାସ୍‌ ଷ୍ଟେଟ୍‌ ୟୁନିଭର୍ସିଟି‌ରେ ମାଷ୍ଟର ଅଫ୍‌ ସାଇନ୍ସର ଜଣେ ଛାତ୍ର। ତେଲେଙ୍ଗାନାର ସାଇରାମ ନଗରରେ ତାଙ୍କ ଘର। ନିକଟରେ ସେ ଏକ ଶିକାରୀ ବନ୍ଧୁକ କିଣିଥିଲେ ଏବଂ ଏଥିପାଇଁ ଲାଇସେନ୍ସ ମଧ୍ୟ ପାଇଥିଲେ। କିନ୍ତୁ ସେ ତାଙ୍କ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ବନ୍ଧୁକ ସଫା କରିବାକୁ ଯାଇଥିଲେ ଏବଂ ଭୁଲ୍‌ରେ ଗୁଳି ଫୁଟିଯିବାରୁ ଏହି ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe