ନୂଆଦିଲ୍ଲୀ: ପୁଣି ବିମାନ କଲା ଜରୁରୀ ଅବତରଣ । ମଝି ଆକାଶରେ ଅଘଟଣ ଏଡାଇବାକୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଇନ୍ଧନ ଲିକ ହେବାରୁ ବାରଣାସୀରେ ଅବତରଣ କଲା ବିମାନ ।
Kolkata to Srinagar IndiGo 6E6961 flight made a priority landing in Varanasi following fuel issues. The flight has 166 passengers: Airport Authority
— ANI (@ANI) October 22, 2025
More details awaited.
ଆହୁରି ପଢନ୍ତୁ-
Buscrash Western Uganda:ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଭୟାବହ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ୬୩ଜଣ ଯାତ୍ରୀଙ୍କ ମୃତ୍ୟୁ
ଅଘଟଣ ପୂର୍ବରୁ ଅବତରଣ
ତେବେ ଇଣ୍ଡିଗୋର ବିମାନଟି କୋଲକାତାରୁ ଶ୍ରୀନଗର ଯାଉଥିବା ବେଳେ ଇନ୍ଧନ ଲିକ ହେବାରୁ ଏହାକୁ ଉତ୍ତରପ୍ରଦେଶ ବାରଣାସୀର ଲାଲ୍ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ବିମାନରେ ଯାତ୍ରୀ ଏବଂ କ୍ରିୟୁଙ୍କୁ ମିଶାଇ ମୋଟ ୧୬୬ ଜଣ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି ।
IndiGo Flights | EmergencyLanding
ଆହୁରି ପଢନ୍ତୁ-
China not adopting e-sim technology: ଇ-ସିମ୍ ପ୍ରଚଳନ କରିବାରେ ଚୀନ୍ କାହିଁକି ପଛୁଆ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/22/emergency-landing-2025-10-22-19-43-38.jpg)