ଇଣ୍ଡୋନେସିଆ ଭୂକମ୍ପ: ମୃତ୍ୟୁସଂଖ୍ୟା ୧୦୦ ଟପିଲା

Advertisment
ଭୂମିକମ୍ପ ଆଶଙ୍କା : ଦେଶର ୨୯ଟି ସହରରେ ଭୟ ଅଧିକ ବୋଲି ସୂଚନା ଦେଲେ ବିଶେଷଜ୍ଞ

ଜାକର୍ତା: ଇଣ୍ଡୋନେସିଆର ଲମ୍ବକ୍‌ରେ ଗତକାଲି ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ଆଜି ୧୦୦ ଟପିଛି। ପ୍ରାୟ ୩୦୦ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ଗତକାଲି ୬.୯ ତୀବ୍ରତାର ଭୂକମ୍ପ ଆତଙ୍କ ଖେଳାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe