ଇଣ୍ଡୋନେସିଆରେ ଭୂକମ୍ପ,୨୦ରୁ ଊର୍ଧ୍ୱ ମୃତ

Advertisment
ଇଣ୍ଡୋନେସିଆରେ ଭୂକମ୍ପ,୨୦ରୁ ଊର୍ଧ୍ୱ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଗତକାଲି ୬.୪ ତୀବ୍ରତାର ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ଭୂକମ୍ପ ହେତୁ ୨୦ରୁ ଊର୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ଭୂକମ୍ପ ଜନିତ ଭୁସ୍ଖଳନ ଯୋଗୁଁ ପାଖାପାଖି ୭୦୦ରୁ ଊର୍ଦ୍ଧ୍ୱ ପର୍ବତାରୋହୀ ଏବେ ରିନ୍‌ଜାନୀ ପର୍ବତରେ ଫଶି ରହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ମୁଖପାତ୍ର ସୁଟୋପୋ ପୁର୍‌େଓ୍ଵାଙ୍କ କହିବା ଅନୁଯାୟୀ ୧୨,୨୨୪ ଫୁଟ୍‌ ଉଚ୍ଚ ଉକ୍ତ ପର୍ବତରେ ଏବେ ୬୮୯ ଜଣ ପର୍ବତାରୋହୀ ଫସି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe