• Bookmarks
  • My Profile
  • Log Out

Popular Categories

  • ଦେଶ- ବିଦେଶ
  • ଦିହକୁ ନେବେନି
  • ରାଜ୍ୟ
  • ଜିଲ୍ଲା
  • ମହାନଗର
  • ଖେଳ
  • ଅର୍ଥନୀତି
  • ରାଜନୀତି
  • ମନୋରଞ୍ଜନ
  • ବିଶେଷ
  • ଅପରାଧ
  • ଜୀବନଚର୍ଯ୍ୟା
  • ରାଶିଫଳ
  • ସମ୍ପାଦକୀୟ
  • ପୁନଶ୍ଚ ପୃଥିବୀ
  • ଦେଶ- ବିଦେଶ
  • ଦିହକୁ ନେବେନି
  • ରାଜ୍ୟ
  • ଜିଲ୍ଲା
    • ଭଦ୍ରକ
    • ବୌଦ୍ଧ
    • କଟକ
    • ଦେବଗଡ଼
    • ଢେଙ୍କାନାଳ
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଯାଜପୁର
    • ଝାରସୁଗୁଡ଼ା
    • କଳାହାଣ୍ଡି
    • କନ୍ଧମାଳ
    • ଅନୁଗୁଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ମୟୂରଭଞ୍ଜ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ମହାନଗର
  • ଖେଳ
  • ଅର୍ଥନୀତି
  • ରାଜନୀତି
  • ମନୋରଞ୍ଜନ
  • ବିଶେଷ
  • ଅପରାଧ
  • ଜୀବନଚର୍ଯ୍ୟା
  • ରାଶିଫଳ
  • ସମ୍ପାଦକୀୟ
  • ପୁନଶ୍ଚ ପୃଥିବୀ

More

  • Authors

Powered by:

ଭାଷା ଚୟନ କରନ୍ତୁ
Odia

ଏହି ଆର୍ଟିକିଲ୍ ଅଂଶୀଦାର କରନ୍ତୁ

ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ଆପଣଙ୍କର ସାଙ୍ଗମାନଙ୍କ ସହିତ ଅଂଶୀଦାର କରନ୍ତୁ
ସେମାନେ ପରେ ଆପଣଙ୍କୁ ଧନ୍ୟବାଦ ଦେବେ

Facebook
Twitter
Whatsapp

Copied!
ଦେଶ- ବିଦେଶ

ବ୍ରିକ୍ସରେ ସାମିଲ୍‌ ହେଲା ଇଣ୍ଡୋନେସିଆ, ନିରାଶ ହେଲା ପାକିସ୍ତାନ

ବ୍ରିକ୍ସରେ ପାକିସ୍ତାନ ସାମିଲ ହେବାକୁ ଆବେଦନ କରିଥିବା ବେଳେ ଇଣ୍ଡୋନେସିଆ ପାଇଛି ସ୍ଥାନ । ଯାହାକୁ ନେଇ ରାଗରେ ରକ୍ତଚାଉଳ ଚୋବାଉଛନ୍ତି ଉଭୟ ପାକିସ୍ତାନ ଓ ଚାଇନା । ଥିରେ ଭାରତ, ଋଷିଆ, ଚାଇନା, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସଦସ୍ୟ ଅଛନ୍ତି ।

07 Jan 2025 14:15 IST
author-image
Bandana Mishra

Follow Us

 Times Now

ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚାଇନା । ପଡ଼ୋଶୀ ହେବା ପରେ ବି କେମିତି ସମ୍ପର୍କ ଭଲ ରହିବ ସେନେଇ କେବେ ଚିନ୍ତା କରନ୍ତି ନାହିଁ ବରଂ କେମିତି ଭାରତରେ ଅଶାନ୍ତି ସୃଷ୍ଟି ହେବ ସେହି କଥା ବେଶୀ ଭାବେ ପାକିସ୍ତାନ । ଆଉ ଚୀନ ସୀମାକୁ ନେଇ ସବୁବେଳେ ଅଶାନ୍ତି ସୃଷ୍ଟି କରେ । ଇଏ କିଛି ନୂଆ କଥା ନୁହେଁ । ହେଲେ ଏବେ ବ୍ରାଜିଲ, ଚୀନ ଓ ପାକିସ୍ତାନକୁ ଯେଉଁପରି ଭାବରେ ଚକମା ଦେଇଛି ତାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ହେଉଥିବା ବେଳେ ଭାରତର ଗୁରୁତ୍ବ ପୂରା ଦେଶରେ ବଢୁଥିବା ସ୍ପଷ୍ଟ ହୋଇଛି । କାରଣ ବ୍ରିକ୍ସରେ ପାକିସ୍ତାନ ସାମିଲ ହେବାକୁ ଆବେଦନ କରିଥିବା ବେଳେ ଇଣ୍ଡୋନେସିଆ ପାଇଛି ସ୍ଥାନ । ଯାହାକୁ ନେଇ ରାଗରେ ରକ୍ତଚାଉଳ ଚୋବାଉଛନ୍ତି ଉଭୟ ପାକିସ୍ତାନ ଓ ଚାଇନା ।

ବ୍ରିକ୍ସ ବିକାଶଶୀଳ ଦେଶ ସମୂହକୁ ନେଇ ଗଠିତ ଏକ କମିଟି ପରି । ଏଥିରେ ଭାରତ, ଋଷିଆ, ଚାଇନା, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସଦସ୍ୟ ଅଛନ୍ତି । ଏବେ ବ୍ରିକ୍ସର ଅଧ୍ୟକ୍ଷ ଅଛି ବ୍ରାଜିଲ । ଏହାରି ଭିତରେ ବ୍ରାଜିଲ ଘୋଷଣା କରିଛି କି, ବ୍ରିକ୍ସରେ ନୂଆ ରାଷ୍ଟ୍ର ଯୋଗ ଦେଇଛି । ବ୍ରାଜିଲର ଏହି ଘୋଷଣା ପରେ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କାରଣ ପାକିସ୍ତାନ ବାରମ୍ବାର ଆବେଦନ କରିବା ପରେ ତାକୁ ବ୍ରିକ୍ସର ସଦସ୍ୟତା ମିଳିନଥିଲା । ହେଲେ ଇଣ୍ଡୋନେସିଆକୁ ସଦସ୍ୟତା ମିଳିବା ପରେ ଏବେ ଚାଇନା ବି ଚୁପ୍‌ । କୁହାଯାଉଛି ବିଶ୍ବରେ ଇଣ୍ଡୋନେସିଆ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ସର୍ବାଧିକ ମୁସଲିମ୍‌ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ।  

୨୦୨୩ରୁ କମ୍ରାଗତ ଭାବରେ ବ୍ରିକ୍ସର ସଦସ୍ୟତା ହାସଲ କରିବାକୁ ଆବେଦନ କରୁଛି ପାକିସ୍ତାନ । ଆଶା ରଖିଥିଲା କମିଟି, ପାକିସ୍ତାନର ଆବେଦନକୁ ବିଚାର କରିବ ଏବଂ ବ୍ରିକ୍ସର ସଦସ୍ୟତା ହାସଲ କରିବ । କିନ୍ତୁ ବ୍ରାଜିଲ ଇଣ୍ଡୋନେସିଆରେ ନୂଆ ସରକାର ଗଠନ କରିବା ପରେ ବ୍ରିକ୍ସ ସଦସ୍ୟତା ଦେବା ସହିତ ସ୍ବାଗତ ମଧ୍ୟ କରିଛି । 

ବ୍ରିକ୍ସରେ ସାମିଲ ହେବା ପାଇଁ କେବଳ ପାକିସ୍ତାନ ନୁହେଁ ବରଂ ଅନେକ ରାଷ୍ଟ୍ର ଚାହାଁନ୍ତି । ୨୦୦୯ରେ ବ୍ରାଜିଲ, ଋଷିଆ, ଭାରତ, ଚୀନ ମିଶି ବ୍ରିକ୍ସ କମିଟି ଗଠନ କରିଥିଲେ । ପରେ ପରେ ୨୦୧୦ରେ କମିଟିରେ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲା । ଠିକ୍‌ ସେହିପରି, ପୂର୍ବବର୍ଷ ବ୍ରିକ୍ସରେ ଗ୍ରୀସ, ଇରାନ, ଇଥୋପିଆ ସହ ୟୁଏଇ ସାମିଲ ହୋଇଥିଲା । ଏହାସହ ସାଉଦି ଆରବକୁ ବ୍ରିକ୍ସରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରାଯାଇଥିଲା । ହେଲେ ଏଯାଏଁ ବ୍ରିକ୍ସରେ ସାଉଦି ଆରବ ବ୍ରିକ୍ସରେ ସାମିଲ ହୋଇପାରିନାହିଁ । ସେପଟେ ତୁର୍କୀ, ଆଜେରବାଇଜାନ ଓ ମାଲେସିଆ ଔପଚାରିକା ଭାବରେ ବ୍ରିକ୍ସରେ ସାମିଲ ହେବା ଲାଗି ଆବେଦନ କରିଛନ୍ତି । 

 

pakistan Indonesia BRICS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe