ବିଶ୍ବ ଏବଂ ଭାରତରେ ସଂକ୍ରମଣ ଓ ଟିକାକରଣ ସ୍ଥିତି

Advertisment
୬୭ ଦିନ ପରେ ଦେଶରେ ସକ୍ରିୟ ମାମଲା ୩ ହଜାର ଟପିଲା

1205778418

ଚୀନ୍ ସମେତ ଜାପାନ, ଆମେରିକା ଓ ଦକ୍ଷିଣ କୋରିଆରେ ସଂକ୍ରମଣ ବଢ଼ୁଛି। କେବଳ ସଂକ୍ରମଣ ବଢ଼ୁନାହିଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମାତ୍ର ଭାରତରେ ସେଭଳି କୌଣସି ଧାରା ଦେଖିବାକୁ ମିଳୁନାହିଁ। ତେବେ କମ ନମୁନା ପରୀକ୍ଷା କାରଣରୁ ହୁଏତ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବାର ଆଶଙ୍କା ଦେଖାଦେଇଛି। ସେହିପରି ଭାରତରେ କମ୍ ସଂଖ୍ୟକ ଲୋକ ପ୍ରିକସନ ଡୋଜ୍ ନେଇଛନ୍ତି।

publive-image

ବ୍ରାଜିଲ, ଚୀନ ତୁଳନାରେ ଦେଶରେ ଏହି ହାର କମ୍ ରହିଛି। ତେବେ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଦେଶରେ ଟିକା ହାରରେ ବୃଦ୍ଧି ଦେଖିବାକୁ ମିଳୁନାହିଁ। ଅଗଷ୍ଟ ମାସରେ ଦେଶରେ ପ୍ରତି ସପ୍ତାହରେ ୨୦ ମିଲିଅନ୍ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଏହା ୪ଲକ୍ଷକୁ ଖସି ଆସିଥିଲା। ‌ଦେଶର ୬୦ବର୍ଷରୁ ଅଧିକ ୫୦ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟିକା ନେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe