ନୂଆଦିଲ୍ଲୀ: ଇଣ୍ଟରପୋଲ୍ର ମହାସଚିବ ଜୁର୍ଗେନ୍ ଷ୍ଟକ୍ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଏବଂ ପ୍ରତିଶ୍ରୁତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ। ଆସନ୍ତା ୨୦୨୨ରେ ଭାରତ ସ୍ବାଧୀନତାର ୭୫ତମ ବାର୍ଷକୀ ପାଳନ କରିବ। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ଇଣ୍ଟରପୋଲ୍ର ସାଧାରଣ ଅଧିବେଶନ ୨୦୨୨ରେ ଆୟୋଜନ କରିବା ପାଇଁ ଶାହ ଇଣ୍ଟରପୋଲ ମହାସଚିବଙ୍କୁ ପ୍ରସ୍ତାବ ଦେଇଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us