ଝିଅ ବାହାଘର ପାଇଁ ପ୍ରିୟଙ୍କାଙ୍କୁ ନାଉରିଆଙ୍କ ନିମନ୍ତ୍ରଣ, ଶୁଭେଚ୍ଛା ପତ୍ର ସହ ଶାଢି ପଠାଇଲେ

Advertisment
ଝିଅ ବାହାଘର ପାଇଁ ପ୍ରିୟଙ୍କାଙ୍କୁ ନାଉରିଆଙ୍କ ନିମନ୍ତ୍ରଣ, ଶୁଭେଚ୍ଛା ପତ୍ର ସହ ଶାଢି ପଠାଇଲେ

Zoom News

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶର ଜଣେ ନାଉରିଆଙ୍କୁ ନିଜର ବଡ଼ପଣ ଦେଖାଇ ଏବେ ଚର୍ଚ୍ଚାରେ ରହିଛନ୍ତି । ପ୍ରିୟଙ୍କା ଜାନୁଆରି ୧୦ ତାରିଖରେ ବାରଣାସୀ ଗସ୍ତ ସମୟରେ ଅଶୋକ ସାନିଙ୍କ ଡଙ୍ଗାରେ ପାର୍‌ ହେଇଥିଲେ। ନାଉରିଆ ଜଣକ ପ୍ରିୟଙ୍କାଙ୍କୁ ନିକଟ ଭବିଷ୍ୟତରେ ହେବାକୁ ଥିବା ତାଙ୍କ ଝିଅ ବାହାଘରରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ଦେଇଥିଲେ। ପ୍ରିୟଙ୍କା ଅଶୋକଙ୍କ ଝିଅ ବାହାଘରର ତାରିଖ ମନେ ରଖିଥିଲେ । ଆଉ ବାହାଘର ଦିନ ଅଶୋକଙ୍କ ଝିଅକୁ ବିବାହ ଶୁଭେଚ୍ଛା ପତ୍ର ସହ ଏକ ଶାଢି ଉପହାର ସ୍ବରୂପ ପଠାଇଥିଲେ। ଅଶୋକ କହିଛନ୍ତି, ‘ପୂର୍ବରୁ ଅନେକ ଭିଆଇପି ମୋ ଡଙ୍ଗାରେ ଯାଇଛନ୍ତି। ମାତ୍ର ପ୍ରିୟଙ୍କାଙ୍କ ପରି ଉଦାରପଣ ପୂର୍ବରୁ କେହି ବି ଦେଖାଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe