ଆଇପିଲ୍‌ର ଦ୍ବିତୀୟ ମ୍ୟାଚ୍: ଏସଆରଏଚ ବନାମ ଆରଆର

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ଦ୍ବିତୀୟ ମ୍ୟାଚ୍ ରବିବାର ଅପରାହ୍ନ ସାଢ଼େ ୩ଟାରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ...

IPL 2nd match: SRH vs RR

IPL 2nd match: SRH vs RR

ସନରାଇଜର୍ସ ହାଇଦ୍ରାବାଦ ଦଳ:

ହେନ୍ରିଚ୍ କ୍ଲାସେନ୍ ( ୱିକେଟ କିପର) , ପ୍ୟାଟ୍ କମିନ୍ସ (ଅଧିନାୟକ) , ଅଭିଷେକ ଶର୍ମା , ଟ୍ରାଭିସ୍ ହେଡ୍ , ଇଶାନ୍ କିଶାନ୍ , ନୀତୀଶ କୁମାର ରେଡ୍ଡୀ , ଅଭିନାଭ ମନୋହର , ସଚିନ୍ ବେବି , ହର୍ଷଲ ପଟେଲ , ଆଦାମ ଜାମ୍ପା , ମହମ୍ମଦ ଶାମି , ରାହୁଲ ଚହର , ଜୟଦେବ ଅନାଦକର , କାମିନ୍ଦନ ମୁନଦୀସ ସିମରଜିତ୍ ସିଂ , ଇଶାନ୍ ମାଲିଙ୍ଗା , ଅନିକେତ୍ ବର୍ମା 

ଅଧିକ ପଢ଼ନ୍ତୁ: ନିର୍ବାଚନ କମିସନଙ୍କ ଉପରେ ବିଶ୍ୱାସ କରୁନାହାନ୍ତି ଲୋକେ: କପିଲ ସିବଲ

ରାଜସ୍ଥାନ ରୟାଲ୍ସ ଦଳ:

ରିୟାନ୍ ପାରାଗ (ଅଧିନାୟକ) , ଧ୍ରୁଭ ଜୁରେଲ ( ୱିକେଟ କିପର) , ଯଶସ୍ୱୀ ଜୟସ୍ବାଲ , ସଞ୍ଜୁ ସାମସନ , ନୀତୀଶ ରାଣା , ଶିମ୍ରନ୍ ହେଟମିୟର , ଶୁଭମ୍ ଦୁବେ , ୱାନିନ୍ଦୁ ହାସରାଙ୍ଗା , ଜୋଫ୍ରା ଆର୍ଚର , ତୁଶର ଦେଶପାଣ୍ଡେ , ସନ୍ଦୀପ ଶର୍ମା , ଫଜଲଖକ୍ ଫାରୁଖୀ , କୁମାର ମହେଶ ଥାକଶାନା , କ୍ୱେନା ମାଫାକା , ଅଶୋକ ଶର୍ମା , ବୈଭବ ସୂର୍ଯ୍ୟବଂଶୀ , କୁନାଲ ସିଂ ରାଠୋର

ଅଧିକ ପଢ଼ନ୍ତୁ: ସୁଶାନ୍ତ ସିଂହ ରାଜପୁତ ମାମଲାରେ, ଉଦ୍ଧବ ଠାକରେ ପ୍ରମାଣ ନଷ୍ଟ କରିଛନ୍ତି: ବିଜେପି ବିଧାୟକ ରାମ କଦମଙ୍କ ଅଭିଯୋଗ

Indian Premier League 2025 SRH vs RR,

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe