ଲୁହାପଥର ଉତ୍ପାଦନ ୩୫.୦୨% ବୃଦ୍ଧି

କେନ୍ଦୁଝରବାସୀଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର!

The Statesman

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଲୁହାପଥର ଉତ୍ପାଦନ ୩୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ ଏପ୍ରିଲରୁ ୨୦୨୨ ଜାନୁଆରି ମଧ୍ୟରେ ଓଡ଼ିଶାରେ ୧,୦୯,୬୭୫ ଟନ ଲୁହାପଥର ଉତ୍ପାଦନ ହୋଇଥିଲା। ଅନ୍ୟ ପକ୍ଷରେ ୨୦୨୦-୨୧ରେ ଓଡ଼ିଶାରେ ଲୁହା ପଥର ଉତ୍ପାଦନ ଥିଲା ୮୧.୨୨୬ ଟନ୍‌। କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe