ହୋଟେଲ୍‌ରେ ଆଇଏସ୍‌ ଆକ୍ରମଣ, ୧୫ ନିହତ

ହୋଟେଲ୍‌ରେ ଆଇଏସ୍‌ ଆକ୍ରମଣ, ୧୫ ନିହତ

ନାଇରୋବୀ : କେନିଆର ନାଇରୋବି ସ୍ଥିତ ଏକ ହୋଟେଲ୍‌ରେ ଆଇଏସ୍‌ ଆତଙ୍କବାଦୀ ପ୍ରଚଣ୍ଡ ଆକ୍ରମଣ କରିବାକୁ ୧୫ ଜଣ ନିହତ ହୋଇଛନ୍ତି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ହୋଟେଲ ପରିସରକୁ ଏକ କାର୍‌ରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଜଣେ ଆତ୍ମଘାତୀ ଆତଙ୍କବାଦୀ ମଧ୍ୟ ବିସ୍ଫୋରଣ‌ରେ ନିଜକୁ ଉଡ଼ାଇ ଦେଇଥିବା ଜଣାପଡ଼ିଛି। ନିହତଙ୍କ ମଧ୍ୟରେ ଜଣେ ଆମେରିକୀୟ ନାଗରିକ ଥିବା ଜଣାପଡ଼ିଛି। ବିଦେଶୀ ଅତିଥିମାନଙ୍କୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଥିବା ହୋଟେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe