ଇସ୍ରାଏଲ-ଆମେରିକା ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର

Advertisment

ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି ।

Updated On

ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି ।

ଅଦ୍ୟତନ ହୋଇଛି
mm

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି ।

ଇସ୍ରାଏଲ ଓ ଆମେରିକାର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଇରାନ ତା'ର ପରମାଣୁ ଘାଟି ଚାରିପଟେ ସୁରକ୍ଷା ବଢ଼ାଇଛି। ଏଥିସହିତ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି। ବ୍ରିଟେନର ଦ ଟେଲିଗ୍ରାଫ ଖବରକାଗଜ ଏହି ସୂଚନା ଦେଇଛି ।

ଇସ୍ରାଏଲ ଓ ଆମେରିକାର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଇରାନ ତା'ର ପରମାଣୁ ଘାଟି ଚାରିପଟେ ସୁରକ୍ଷା ବଢ଼ାଇଛି। ଏଥିସହିତ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି। ବ୍ରିଟେନର ଦ ଟେଲିଗ୍ରାଫ ଖବରକାଗଜ ଏହି ସୂଚନା ଦେଇଛି ।

ଏହା ପୂର୍ବରୁ ଆମେରିକାର ଗୁଇନ୍ଦା ଏଜେନ୍ସି ମଧ୍ୟ ଉଭୟ ବାଇଡେନ୍ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଚଳିତ ବର୍ଷ ଇରାନର ପ୍ରମୁଖ ପରମାଣୁ ଘାଟି ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ଯୋଜନା ବିଷୟରେ ଚେତାବନୀ ଦେଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ଇରାନ ବର୍ଷ ବର୍ଷ ଧରି ନିଜର ପରମାଣୁ ସ୍ଥଳକୁ ସୁରକ୍ଷିତ ରଖିଆସୁଛି, କିନ୍ତୁ ଗତ ବର୍ଷ ଇସ୍ରାଏଲର ପ୍ରଥମ ଆକ୍ରମଣ ପରେ ଏହା ବୃଦ୍ଧି ପାଇଛି । ଇସ୍ରାଏଲ ଓ ଆମେରିକାର ସମ୍ଭାବ୍ୟ ମିଳିତ ସାମରିକ ଅଭିଯାନକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଇରାନ ଏହି ପଦକ୍ଷେପ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe