କ୍ଷମତାଚ୍ୟୁତ ହେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ?

Advertisment

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ 'ବିଦ୍ରୋହ' କରିବାକୁ ଚେଷ୍ଟା କରୁଛନ୍ତି କି? ଦେଶର ସର୍ବୋଚ୍ଚ ଅଦାଲତ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ 'ଅନୁପଯୁକ୍ତ' ଘୋଷଣା କରିପାରନ୍ତି କି? ଏସବୁ ପ୍ରଶ୍ନକୁ ନେଇ ଇସ୍ରାଏଲର ରାଜନୀତି ଏବେ ସରଗରମ ରହିଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ 'ବିଦ୍ରୋହ' କରିବାକୁ ଚେଷ୍ଟା କରୁଛନ୍ତି କି? ଦେଶର ସର୍ବୋଚ୍ଚ ଅଦାଲତ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ 'ଅନୁପଯୁକ୍ତ' ଘୋଷଣା କରିପାରନ୍ତି କି? ଏସବୁ ପ୍ରଶ୍ନକୁ ନେଇ ଇସ୍ରାଏଲର ରାଜନୀତି ଏବେ ସରଗରମ ରହିଛି ।

netanyahu

ତେଲ୍ ଅଭିଭ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ 'ବିଦ୍ରୋହ' କରିବାକୁ ଚେଷ୍ଟା କରୁଛନ୍ତି କି? ଦେଶର ସର୍ବୋଚ୍ଚ ଅଦାଲତ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ 'ଅନୁପଯୁକ୍ତ' ଘୋଷଣା କରିପାରନ୍ତି କି? ଏସବୁ ପ୍ରଶ୍ନକୁ ନେଇ ଇସ୍ରାଏଲର ରାଜନୀତି ଏବେ ସରଗରମ ରହିଛି । ଇସ୍ରାଏଲର ମେଣ୍ଟ ସରକାରର ନେତାମାନେ ଏକ ବିବୃତି ଜାରି କରିଥିବାରୁ ଏଭଳି ପ୍ରଶ୍ନ ଉଠିଛି ।

ଏହି ବିବୃତ୍ତିରେ ମେଣ୍ଟ ସରକାର ନେତାମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚେଷ୍ଟା କରିବା ଏକ ବିଦ୍ରୋହ ସହ ସମାନ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅନୁରୋଧକ୍ରମେ ଏହି ନେତାମାନେ ଏହି ବୟାନ ଜାରି କରିଥିବା ରାଜନୈତିକ ସୂତ୍ରରୁ ଜଣାପଡ଼ିଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଡିସେମ୍ବର ୨ ରେ ଏକ ଦୁର୍ନୀତି ମାମଲାରେ ସାକ୍ଷ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ଅଦାଲତରେ ସାକ୍ଷ୍ୟ ଦେବା ବେଳେ ନେତନ୍ୟାହୁଙ୍କୁ 'ଅଯୋଗ୍ୟ' କିମ୍ବା 'ଅନୁପଯୁକ୍ତ' ଘୋଷଣା କରିପାରନ୍ତି ବୋଲି ଦାବି କରାଯାଇପାରେ। ଅଦାଲତ ଯଦି ନେତାନ୍ୟାହୁଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ନିଶ୍ଚିତ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଡିସେମ୍ବର ୨ ରେ ଏକ ଦୁର୍ନୀତି ମାମଲାରେ ସାକ୍ଷ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ଅଦାଲତରେ ସାକ୍ଷ୍ୟ ଦେବା ବେଳେ ନେତନ୍ୟାହୁଙ୍କୁ 'ଅଯୋଗ୍ୟ' କିମ୍ବା 'ଅନୁପଯୁକ୍ତ' ଘୋଷଣା କରିପାରନ୍ତି ବୋଲି ଦାବି କରାଯାଇପାରେ। ଅଦାଲତ ଯଦି ନେତାନ୍ୟାହୁଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ନିଶ୍ଚିତ । ଏପରି ହେଲେ ହମାସ ଓ ହେଜବୁଲ୍ଲା ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧକୁ ଏକ ବଡ଼ ଧକ୍କା ଲାଗିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe