ISRO's 100th launch: An incredible milestone, PM congratulated
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ୧୦୦ତମ ଉତ୍କ୍ଷେପଣ ପାଇଁ ଅଭିନନ୍ଦନ ଜଣାଇ ଏହାକୁ ଏକ ଅବିଶ୍ୱସନୀୟ ମାଇଲଖୁଣ୍ଟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡ଼ିଆ ଏକ୍ସରେ ଏଭଳି ଲେଖିଛନ୍ତି।
Follow Us